Meaning : କିଛି ବସ୍ତୁକୁ ଫିଙ୍ଗିବା କ୍ରିୟା
Example :
ଏହି ବସ୍ତୁଗୁଡ଼ିକୁ ଫିଙ୍ଗିବା ଆବଶ୍ୟକ ହୋଇଗଲା ବନବାସୀମାନେ ଅସ୍ତ୍ର-ଆକ୍ଷେପଣରେ ନିପୁଣ
Synonyms : ଆକ୍ଷେପଣ
Translation in other languages :
Meaning : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
Example :
ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
Synonyms : ନିକ୍ଷେପ କରିବା, ଫୋପାଡ଼ିବା
Translation in other languages :