Meaning : ଯେଉଁ ପଶୁ ରୋଗରେ ପଶୁଗୁଡିକଙ୍କର ଖୁରା ଏବଂ ମୁହଁରେ ଦାନା ବାହାରିଥାଏ
Example :
ଏହି ବଳଦ ଫାଟୁଆରେ ପୀଡ଼ିତ
Translation in other languages :
Acute contagious disease of cloven-footed animals marked by ulcers in the mouth and around the hoofs.
foot-and-mouth disease, hoof-and-mouth diseaseMeaning : ପଶୁଙ୍କୁ ହେଉଥିବା ନହରୁଆ ଭଳି ଗୋଟିଏ ରୋଗ
Example :
ଫାଟୁଆରେ ପଶୁଙ୍କ ଖୁରାରେ ପୋକ ହୋଇଯାଇଥାଏ
Synonyms : ଖୁରାପଚା
Translation in other languages :
नहरुए की तरह का एक रोग जो पशुओं को होता है।
किलकैया में पशुओं के खुरों में कीड़े पड़ जाते हैं।Meaning : ପଶୁମାନଙ୍କ ମଧ୍ୟରେ ସଂକ୍ରମଣ ହେଉଥିବା ରୋଗ
Example :
ଗାଁରେ ଫାଟୁଆ ରୋଗର ପ୍ରକୋପ ଅଧିକ
Translation in other languages :
A disease that typically does not affect human beings.
animal disease