Meaning : ଫାଟିବା ପ୍ରକ୍ରିୟା ବା ଭାବ
Example :
ଫାଟିବା ପରେ ହିଁ ଗହମକୁ ବସ୍ତାରେ ରଖିବାକୁ ହେବ
Translation in other languages :
Meaning : ଶୁଖିବା କାରଣରୁ ଫାଟିଯିବା
Example :
ଶୁଖିଲା ପଡ଼ିବା କାରଣରୁ ଜମି ଫାଟିଗଲା
Synonyms : ବିଦୀର୍ଣ୍ଣ ହେବା
Translation in other languages :
Meaning : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
Example :
ଏହି ଢୋଲ ଫାଟିଗଲା
Synonyms : ଫୁଟିବା
Translation in other languages :
Meaning : କୌଣସି ବସ୍ତୁର କିଛି ଅଂଶ ଅଲଗା ହୋଇଯିବା
Example :
ଶିମିଳି ଫଳ ଶୁଖିବାମାତ୍ରେ ଫାଟିଯାଏ
Meaning : ଅତ୍ୟଧିକ ପୀଡ଼ା ହେବା
Example :
ଆଜି ସକାଳରୁ ହିଁ ବିନ୍ଧାରେ ମୋ ମୁଣ୍ଡ ଫାଟିଯାଉଛି
Translation in other languages :
Meaning : କୌଣସି ପୋଲା ବସ୍ତୁରେ ଏକ ପ୍ରକାର ଫାଟ ପଡ଼ିଯିବା, ଯାହାଦ୍ୱାରା ଭିତରର ବସ୍ତୁ ବାହାରକୁ ବାହାରି ଆସେ ବା ଦେଖା ଯାଏ
Example :
ତାହାର ଝୁଲା ଫାଟିଗଲା ଏବଂ ସବୁ ଜିନିଷ ରାସ୍ତାରେ ବୁଣି ହୋଇଗଲା
Translation in other languages :
किसी पोली वस्तु में इस प्रकार दरार पड़ जाना जिससे उसके अंदर तक दिखाई देने लगे।
उसका झोला फट गया और सारा समान रास्ते में बिखर गया।Meaning : ସୁଖିବା ବା କୁଞ୍ଚିତ ହେବା କାରଣରୁ ଫାଟିବା
Example :
ଶୀତ ଦିନରେ ତେଲ ଆଦି ନ ଲଗାଇବାରୁ ଚମଡ଼ା ଫାଟିଯାଏ
Translation in other languages :
सूखने या सिकुड़ने के कारण चिटकना या फटना।
जाड़े के दिनों में तेल आदि न लगाने से त्वचा चर्राती है।