Subscribe
URL of the page has been copied to clipboard.
Meaning : ଲୋକମାନଙ୍କୁ ପରସ୍ପର ବିରୋଧରେ ପ୍ରବର୍ତ୍ତେଇବାର ପ୍ରକ୍ରିୟା
Example : ଭେଦ ସୃଷ୍ଟିକରି ଶାସନ କରିବା ଇଂରେଜମାନଙ୍କ ନୀତି ଥିଲା
Synonyms : ପ୍ରଭେଦ, ବିରୁଦ୍ଧତା, ଭେଦ
Translation in other languages :हिन्दी English
लोगों को एक दूसरे के विरोधी बनने या बनाने की क्रिया।
Division of a group into opposing factions.
Meaning : କୌଣସି ଜିନିଷ ଫାଟିଗଲେ ମଝିରେ ପଡ଼ୁଥିବା ଖାଲି ଜାଗା
Example : ଭୂକମ୍ପ କାରଣରୁ ଭୂମିରେ ସ୍ଥାନେସ୍ଥାନେ ଫାଟ ହୋଇଛି
Synonyms : ଫାଙ୍କ, ମେଲା
किसी चीज़ के फटने पर बीच में पड़नेवाली खाली जगह।
A long narrow opening.
Install App