Subscribe
URL of the page has been copied to clipboard.
Meaning : ବେପାର, କାମଆଦିରେ ହେଉଥିବା ଲାଭ
Example : ସେ ଲୁଗା ବେପାରରେ ପ୍ରଚୁର ଲାଭ କଲା ମିଛ କହି ମୋର କି ଲାଭ ହେବ
Synonyms : ମୁନାଫା, ଲାଭ
Translation in other languages :हिन्दी English
व्यापार, काम आदि में होने वाला मुनाफ़ा।
The advantageous quality of being beneficial.
Meaning : କାହାଦ୍ୱାରା ବା ଅନ୍ୟ କୌଣସି ପ୍ରକାରରେ ହେଉଥିବା କାହାର ମଙ୍ଗଳ
Example : ସେହି କାମକର ଯାହାଦ୍ୱାରା ସମସ୍ତଙ୍କର ହିତ ହେବ
Synonyms : କଲ୍ୟାଣ, ଭଲ, ମଙ୍ଗଳ, ହିତ
किसी के द्वारा या अन्य किसी प्रकार से होने वाली किसी की भलाई।
Something that aids or promotes well-being.
Install App