Meaning : କଠିନତା ବା ବିଘ୍ନରେ ପଡ଼ିବା
Example :
ସ୍ମିତାଙ୍କ ଘରକୁ ଯାଇ ମୁଁ ବି ତାଙ୍କ ଘରୋଇ ମାମଲାରେ ଫସି ଗଲି
Synonyms : ଅଡ଼ୁଆ ମାମଲରେ ପଡ଼ିଯିବା
Translation in other languages :
Meaning : କାମରେ ଲିପ୍ତ ରହିବା
Example :
ମୁଁ ଦିନ ତମାମ ଏହି ପ୍ରଶ୍ନକୁ ନେଇ ଧନ୍ଦି ହେଉଛି
Synonyms : ଅସୁବିଧାରେ ପଡ଼ିବା, ଗୁଡ଼େଇତୁଡ଼େଇ ଦେବା, ଧନ୍ଦି ହେବା
Translation in other languages :