Meaning : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
Example :
ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
Translation in other languages :
Meaning : ଗଛରେ ଫଳ ହେବା ବା ଗଛ ଫଳଯୁକ୍ତ ହେବା
Example :
ସେ ଗଛ ଶୀତଦିନେ ଫଳନ୍ତି ହୁଏ
Synonyms : ଫଳନ୍ତି ହେବା
Translation in other languages :