Subscribe
URL of the page has been copied to clipboard.
Meaning : ଯାହା ଫାଟି ଯାଇଛି
Example : ଦରିଦ୍ରତା ରୀତାକୁ ଫଟା ଲୁଗା ପିନ୍ଧିବାକୁ ବାଧ୍ୟକଲା
Synonyms : ଚିରା, ଛିଣ୍ଡା
Translation in other languages :हिन्दी English
जो फट गया हो।
Having edges that are jagged from injury.
Meaning : ଗୋଟିଏ ଅବସ୍ଥାର ବିକୃତି ଘଟି ଅନ୍ୟ ଏକ ଅବସ୍ଥା ହେଇଯିବା
Example : ମାଆ ଛିଣ୍ଡି ଯାଇଥିବା ଦୁଧରୁ ମିଠେଇ ତିଆରି କରୁଛନ୍ତି
Synonyms : ଛିଣ୍ଡା
विकार के कारण एक अवस्था से दूसरी अवस्था में गया हुआ।
In an unpalatable state.
Install App