Meaning : ଅଧ୍ୟାପନା କରିବା କିମ୍ବା ପଢ଼ାଇବା କାମ କରିବା
Example :
ରାମାନୁଜ ବିଦ୍ୟାଳୟରେ ଗଣିତ ପଢ଼ାଉଛନ୍ତି
Translation in other languages :
Meaning : ପଢ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ଅପାଠୁଆ ଖୁଡ଼ୀ ତାଙ୍କ ଚିଠି ଭାଇଙ୍କଦ୍ୱାରା ପଢ଼ାନ୍ତି
Translation in other languages :