Meaning : ଗୋଟିଏ ଗଛର ଗଣ୍ଡିକୁ ଫମ୍ପାକରି ତିଆରି କରାଯାଉଥିବା ଏକ ଡଙ୍ଗା
Example :
ନାବିକ କଥା ଅନୁସାରେ ଆମେ ଯେଉଁ ଡଙ୍ଗା ଉପରେ ଯାତ୍ରା କରୁଥିଲୁ ତାହା ଏକ ପଢ଼ଉ
Translation in other languages :
एक ही पेड़ के तने को खोखला करके बनाई हुई नाव।
नाविक के अनुसर हमलोग जिस नाव पर सवार थे वह एक-गाछी थी।Meaning : ଏକ ପ୍ରକାରର ଛୋଟ ଡଙ୍ଗା
Example :
ଆମ୍ଭେମାନେ ପଢ଼ଉ ଉପରେ ବସି ଗୋଟିଏ ଛୋଟ ନଈ ପାରି ହେଲୁ