Meaning : ଯେ ପ୍ରେମ କରେ
Example :
ଶୀତଋତୁରେ ପକ୍ଷୀପ୍ରେମୀମାନେ ଚିଲିକା ହ୍ରଦକୁ ନିଶ୍ଚିତ ଭାବେ ଯାଆନ୍ତି
Synonyms : ପ୍ରେମିକ
Translation in other languages :
Meaning : ଯେଉଁ ପୁରୁଷ ପ୍ରେମ କରେ
Example :
ମିତା ନିଜର ପ୍ରେମିକ ରମେଶ ସହିତ ଫେରାର ହୋଇଯାଇଛି
Translation in other languages :