Subscribe
URL of the page has been copied to clipboard.
Meaning : ଯାହା ଭଲ ଲାଗେ ବା ଯିଏ ପ୍ରିୟ
Example : ଏହା ମୋର ପ୍ରିୟ ବହି
Synonyms : ପସନ୍ଦିଆ, ପ୍ରିୟ, ମନପସନ୍ଦ
Translation in other languages :हिन्दी English
जिससे प्रेम हो या जो प्यारा हो।
With or in a close or intimate relationship.
Meaning : ସୁଖ ବା ଆନନ୍ଦ ଦେବାବାଲା
Example : ଆପଣଙ୍କ ସଂସର୍ଗରେ ମୋତେ ପ୍ରୀତିକର ଅନୁଭୂତି ମିଳିଲା
Synonyms : ସୁଖଦ, ସୁଖଦାୟକ, ସୁଖଦାୟୀ, ସୁଖପ୍ରଦ
Translation in other languages :हिन्दी
जो सुख देने वाला हो।
Meaning : ସଫଳତା ପାଇବା କାରଣରୁ ଯାହାଙ୍କ ମୁହଁର କାନ୍ତି ରକ୍ତାଭ ହୋଇଯାଇଥାଏ
Example : ତାଙ୍କର ମନୋହର ଚେହେରା କେବେବି ଭୁଲି ପାରିବି ନାହିଁ
Synonyms : ଆନନ୍ଦ, ତୃପ୍ତ, ପ୍ରସନ୍ନ, ମନୋହର, ହର୍ଷ
सफलता पाने के कारण जिसकी मुँह की लाली रह गई हो।
Install App