Meaning : ଯେଉଁ ସ୍ତ୍ରୀକୁ ପ୍ରେମ କରାଯାଏ
Example :
ରାଧା କୃଷ୍ଣଙ୍କ ପ୍ରେମିକା ଥିଲେ ପ୍ରେମିକା ଆଖିରେ ସେ ଚିରସୁନ୍ଦର ଦେଖାଯାଉଥିଲା
Synonyms : ପ୍ରଣୟିନୀ, ପ୍ରିୟା, ପ୍ରେମିକା, ପ୍ରେୟସୀ, ସଜନୀ
Translation in other languages :
A girl or young woman with whom a man is romantically involved.
His girlfriend kicked him out.