Subscribe
URL of the page has been copied to clipboard.
Meaning : ବଡ଼ ଏବଂ ସୁନ୍ଦର ଘର
Example : ବଡ଼ ବଡ଼ ଲୋକମାନେ ନିଜପାଇଁ ପ୍ରାସାଦ ନିର୍ମାଣ କରିଛନ୍ତି
Translation in other languages :हिन्दी English
बड़ा और आलीशान मकान।
A large and imposing house.
Meaning : ରାଜାମାନେ ରହୁଥିବା ବଡ଼ ଓ ବଢ଼ିଆ ଅଟ୍ଟାଳିକା
Example : ମହୀଶୂରର ରାଜମହଲ ଆଜିବି ଦେଖିବା ଯୋଗ୍ୟ
Synonyms : ପେଲେସ୍, ମହଲ, ରଜପ୍ରାସାଦ, ରାଜନିବାସ, ରାଜବାଟି, ରାଜମହଲ
राजाओं आदि के रहने का बड़ा और बढ़िया मकान।
A large and stately mansion.
Install App