Meaning : କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି
Example :
ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି
Synonyms : ପ୍ରତ୍ୟାଶୀ
Translation in other languages :
Meaning : ପ୍ରାର୍ଥନାକାରୀ ବା ଦରଖାସ୍ତ କରିଥିବା ବ୍ୟକ୍ତି
Example :
ଚାରି ଜାନୁଆରୀରେ ଆବେଦକ ନ୍ୟାୟାଳୟରେ ଉପସ୍ଥିତ ହେବା ଆବଶ୍ୟକ
Synonyms : ଆବେଦକ, ଦରଖାସ୍ତକାରୀ
Translation in other languages :
याचिका या अर्ज़ी करने वाला व्यक्ति।
याचिकाकर्ता को चार जनवरी को अदालत में उपस्थित होना आवश्यक है।Meaning : କୌଣସି ପଦପାଇଁ ଆବେଦନ କରିଥିବା ବ୍ୟକ୍ତି
Example :
ଆଜି ପଦ ଆବେଦନକାରୀଙ୍କ ଆବେଦନ ଉପରେ ବିଚାର ବିମର୍ଶ ହେବ
Synonyms : ପଦ ଆବେଦନକାରୀ
Translation in other languages :
Meaning : ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି
Example :
ସମସ୍ତ ପ୍ରାର୍ଥୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ନାହିଁ
Synonyms : ଆବେଦକ, ପ୍ରାର୍ଥନାକାରୀ
Translation in other languages :
One praying humbly for something.
A suppliant for her favors.Meaning : ପ୍ରାର୍ଥନା ବା ଆବେଦନ କରିବା ବ୍ୟକ୍ତି
Example :
ପ୍ରାର୍ଥୀ କର୍ମଚାରୀମାନଙ୍କ ଦରଖାସ୍ତଗୁଡ଼ିକ ଉପରେ ଆଜି ବିଚାର କରାଯିବ
Synonyms : ନିବେଦକ, ପ୍ରାର୍ଥନାକର୍ତ୍ତା
Translation in other languages :