Meaning : ପାଇବା, ହାତକୁ ଆସିବା ବା ମିଳିବାର କ୍ରିୟା ବା ଭାବ
Example :
ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା
Synonyms : ମିଳିବା, ସଂପ୍ରାପ୍ତି
Translation in other languages :
Meaning : ଆଠଟି ସିଦ୍ଧି ମଧ୍ୟରୁ ଗୋଟିଏ
Example :
ପ୍ରାପ୍ତିକୁ ପ୍ରାପ୍ତହେଲେ ମନୁଷ୍ୟକୁ ଇପ୍ସିତ ବସ୍ତୁ ମିଳେ
Translation in other languages :