Meaning : କୌଣସି ପ୍ରଦେଶରେ ରହୁଥିବା ସମସ୍ତ ଲୋକ
Example :
ସମଗ୍ର ରାଜ୍ୟ ଦରଦାମ ବୃଦ୍ଧିର ପ୍ରଭାବରେ ଆକ୍ରାନ୍ତ
Translation in other languages :
Meaning : ଲମ୍ବା ତଥା ଚଉଡ଼ାର ଶେଷ ଭାଗ
Example :
ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି
Translation in other languages :
Meaning : ଜଣେ ଗୋତ୍ରକାର ଋଷି
Example :
ପ୍ରାନ୍ତଙ୍କ ବର୍ଣ୍ଣନା ପୁରାଣରେ ମିଳେ
Synonyms : ପ୍ରାନ୍ତ ଋଷି
Translation in other languages :
A mentor in spiritual and philosophical topics who is renowned for profound wisdom.
sage