Subscribe
URL of the page has been copied to clipboard.
Meaning : ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
Example : ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
Synonyms : ଅକୃତିମ, ନୈସର୍ଗିକ, ପ୍ରାକୃତ, ସହଜ, ସାଧାରଣ, ସ୍ୱାଭାବିକ
Translation in other languages :हिन्दी
स्वभाव से या आप-से-आप होनेवाला या जो बनावटी न हो।
Meaning : ଯାହା ପ୍ରକୃତି ସମ୍ବନ୍ଧୀୟ ବା ପ୍ରକୃତିର
Example : ଭୂମିକମ୍ପ ଏକ ପ୍ରାକୃତିକ ଘଟଣା
Synonyms : ଅକୃତିମ, ନୈସର୍ଗିକ
जो प्रकृति संबंधी हो या प्रकृति का।
Install App