Meaning : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
Example :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
Synonyms : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ବାଡ଼େଇବା, ମାରିବା
Translation in other languages :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।