Meaning : ତିଆରି କରିବାର କାମ
Example :
ଘରର ତିଆରି ଆରମ୍ଭ ହୋଇଛି
Synonyms : ତିଆରି, ନିର୍ମାଣ, ପ୍ରସ୍ତୁତି
Translation in other languages :
The act of constructing something.
During the construction we had to take a detour.Meaning : ପ୍ରସ୍ତୁତ କରିବାର ପ୍ରକ୍ରିୟା
Example :
ନାଟକର ପ୍ରସ୍ତୁତିକରଣ ଭଲ ଥିଲା
Translation in other languages :
Meaning : ପ୍ରସ୍ତୁତ କରିବା କ୍ରିୟା
Example :
ସେ ନିଜର ଉଚ୍ଚ ବିଚାରଗୁଡ଼ିକର ପ୍ରସ୍ତୁତିକରଣ ଏହି ଲେଖା ମାଧ୍ୟମରେ କରିଛନ୍ତି ମଞ୍ଚ ଉପରେ କବିମାନେ ରଚନାଗୁଡ଼ିକର ପ୍ରସ୍ତୁତିକରଣ ନିଜ ନିଜ ଢଙ୍ଗରେ କଲେ
Synonyms : ପ୍ରସ୍ତୁତି
Translation in other languages :
प्रस्तुत करने की क्रिया।
उसने अपने उच्च विचारों का प्रस्तुतीकरण इस लेख के माध्यम से किया है।