Meaning : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା
Example :
ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି
Synonyms : ଆୟୋଜନ କରିବା, ତିଆରି କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
Translation in other languages :
* भविष्य में किसी भूमिका या कार्य के लिए (किसी को) तैयार करना।
व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।Meaning : ଉଦ୍ୟତ ବା ପ୍ରସ୍ତୁତ ହେବା
Example :
ସେ ଲଢ଼ାଇପାଇଁ ଉଦ୍ୟତହେଲା
Synonyms : ଉଦ୍ୟତହେବା, ତତ୍ପର ହେବା
Translation in other languages :