Meaning : କୌଣସି କଥା ଆଡ଼କୁ କାହାରି ଧ୍ୟାନ ଆଣିବା
Example :
ରଜତ ମୋତେ ଶେୟାର ବଜାରରେ ଟଙ୍କା ଲଗେଇବାପାଇଁ ପରାମର୍ଶ ଦେଲା
Synonyms : ପରାମର୍ଶ ଦେବା
Translation in other languages :
किसी बात की ओर किसी का ध्यान दिलाना।
रजत ने मुझे शेयर बज़ार में पैसा लगाने का सुझाव दिया।