Meaning : କାହାରିକୁ ଟାଣିବାପାଇଁ ପ୍ରବୃତ୍ତ କରିବା
Example :
ଜେଜେ ପିଲାମାନଙ୍କଦ୍ୱାରା ସ୍ପ୍ରିଙ୍ଗ ଟଣାଉଛନ୍ତି
Synonyms : ଟଣାଇବା, ବିସ୍ତାରିତ କରାଇବା
Translation in other languages :
Meaning : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
Synonyms : ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା, ବଢ଼ାଇବା
Translation in other languages :