Meaning : ବିସ୍ତାର କରିବା ବା ବଢ଼ିବା କ୍ରିୟା ବା ଭାବ
Example :
ବଢ଼ି ପ୍ରକୋପରୁ ରକ୍ଷାପାଇବା ନିମନ୍ତେ ବନ୍ଧସମୂହର ପ୍ରସାରଣ ଆବଶ୍ୟକ
Synonyms : ବିସ୍ତରଣ
Translation in other languages :
Meaning : ରେଡିଓ ମାଧ୍ୟମରେ ସଙ୍ଗୀତ, ଭାଷଣ ଆଦି ଶୁଣାଇବାପାଇଁ ଲୋକମାନଙ୍କ ପାଖକୁ ପ୍ରେରଣ କରିବାର ପ୍ରକ୍ରିୟା
Example :
ଏହା ଆକାଶବାଣୀ କଟକର ପ୍ରସାରଣ କେନ୍ଦ୍ର
Translation in other languages :
रेडियो या टेलीविजन के द्वारा संगीत, भाषण आदि सुनाने के निमित्त उसे चारों ओर फैलाने की क्रिया।
यह आकाशवाणी भोपाल का प्रसारण केन्द्र है।The act of sending a message. Causing a message to be transmitted.
transmission, transmittal, transmittingMeaning : ବିସ୍ତାରିତ ହେବା କ୍ରିୟା, ଅବସ୍ଥା ବା ଭାବ
Example :
ଶିକ୍ଷାର ପ୍ରସାରରେ ହିଁ ଦେଶର ଉନ୍ନତି ସମ୍ଭବ
Translation in other languages :