Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ପ୍ରସନ୍ନ from ଓଡ଼ିଆ dictionary with examples, synonyms and antonyms.

ପ୍ରସନ୍ନ   ବିଶେଷଣ

Meaning : ଯିଏ ପ୍ରସନ୍ନ ହୋଇଛି

Example : ପଦୋନ୍ନତିର ଖବର ଶୁଣାଇବା ନିମନ୍ତେ ମନୋଜ ପ୍ରସନ୍ନ ମନରେ ଘରେ ପହଁଚିଲା ଚିଡ଼ିଆଖାନା ଭ୍ରମଣ ପରେ ପିଲାମାନେ ଖୁସି ହେଲେ

Synonyms : ଆନନ୍ଦିତ, ଆମୋଦିତ, ଆହ୍ଲାଦିତ, ଉଲ୍ଲସିତ, ଖୁସି, ପୁଲକିତ, ପ୍ରଫୁଲ୍ଲ, ପ୍ରଫୁଲ୍ଲିତ, ପ୍ରମୋଦିତ, ବିନୋଦିତ, ହର୍ଷିତ


Translation in other languages :

Full of high-spirited delight.

A joyful heart.
elated, gleeful, joyful, jubilant

Meaning : ସଫଳତା ପାଇବା କାରଣରୁ ଯାହାଙ୍କ ମୁହଁର କାନ୍ତି ରକ୍ତାଭ ହୋଇଯାଇଥାଏ

Example : ତାଙ୍କର ମନୋହର ଚେହେରା କେବେବି ଭୁଲି ପାରିବି ନାହିଁ

Synonyms : ଆନନ୍ଦ, ତୃପ୍ତ, ପ୍ରୀତିକର, ମନୋହର, ହର୍ଷ


Translation in other languages :

सफलता पाने के कारण जिसकी मुँह की लाली रह गई हो।

उसका सुर्खरू चेहरा मैं कभी भूल नहीं पाऊँगा।
सुर्खरू, सुर्ख़रू