Meaning : କିଛି ଜାଣିବା ବା ପରଖିବା ପାଇଁ ଯେଉଁ କଥା ପଚରାଯାଏ ଏବଂ ଯାହାର କିଛି ଉତ୍ତର ଥାଏ
Example :
ସେ ମୋ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ
Translation in other languages :
A sentence of inquiry that asks for a reply.
He asked a direct question.Meaning : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
Example :
ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
Synonyms : ଦୂରୁହ ବିଷୟ, ସଙ୍କଟ, ସମସ୍ୟା
Translation in other languages :
Meaning : ପଚାରିବା ବା ପ୍ରଶ୍ନ କରିବା କ୍ରିୟା
Example :
କେବେ କେବେ ଛୁଆଙ୍କର ଜିଜ୍ଞାସାର ଉତ୍ତର ଦେବା କଠିନ ହୋଇଯାଏ
Synonyms : ଜିଜ୍ଞାସା
Translation in other languages :