Meaning : ବିଶେଷ ଭାବରେ ଶିକ୍ଷାପ୍ରଦାନ କରି ଯୋଗ୍ୟ କରାଇବା
Example :
ଏହି କୁକୁରକୁ ପୋଲିସଦ୍ୱାରା ପ୍ରଶିକ୍ଷିତ କରାଯାଇଛି
Synonyms : ତାଲିମ ଦେବା, ପ୍ରଶିକ୍ଷଣ ଦେବା
Translation in other languages :
विशेष रूप से सिखाकर तैयार करना।
इस कुत्ते को पुलिस द्वारा प्रशिक्षित किया गया है।