Meaning : ପ୍ରଶାସନ ବା ରାଜ୍ୟ ପରିଚାଳନା ସମ୍ବନ୍ଧୀୟ
Example :
ପ୍ରଶାସନିକ କାର୍ଯ୍ୟକୁ ଶୀଘ୍ର ସାରିବାକୁ ପଡ଼ିବ
Translation in other languages :
Of or relating to or responsible for administration.
administrativeMeaning : ଅନୁଶାସନ ସଂପର୍କୀୟ
Example :
ସଂସ୍ଥାର ଭ୍ରଷ୍ଟାଚାରୀ ସଦସ୍ୟମାନଙ୍କର ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
Synonyms : ଅନୁଶାସନିକ
Translation in other languages :