Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ପ୍ରଶସ୍ତି ପତ୍ର from ଓଡ଼ିଆ dictionary with examples, synonyms and antonyms.

ପ୍ରଶସ୍ତି ପତ୍ର   ବିଶେଷ୍ୟ

Meaning : ଯେଉଁ ପତ୍ରରେ ପ୍ରଶଂସା ଲେଖା ଯାଇଛି

Example : ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩୫ ପ୍ରତିଭାଙ୍କୁ ମୁଖ୍ୟ ସମାରୋହରେ ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଶଂସା ପତ୍ର ପ୍ରଦାନ କରାଗଲା

Synonyms : ପ୍ରଶଂସା ପତ୍ର


Translation in other languages :

वह पत्र जिसमें प्रशंसा लिखी गई हो।

स्वाधीनता दिवस के अवसर पर विभिन्न क्षेत्रों में उल्लेखनीय कार्य करने वाली ३५ प्रतिभाओं को मुख्य समारोह में मुख्य अतिथि द्वारा प्रशस्ति पत्र प्रदान किया गया।
प्रशंसा पत्र, प्रशंसा-पत्र, प्रशस्ति पत्र, प्रशस्ति-पत्र

An official award (as for bravery or service) usually given as formal public statement.

citation, commendation