Meaning : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ
Example :
ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
Synonyms : ପ୍ରବର୍ତ୍ତନା, ମତାଣ, ମତେଇବା
Translation in other languages :
Meaning : କୁମାର୍ଗରେ ପ୍ରରୋଚିତ କରିବା ବା ଉସୁକେଇବାର ପ୍ରକ୍ରିୟା
Example :
ଖରାପ ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ରାମ ଚୋରି କଲା
Translation in other languages :