Meaning : ଯାହା ପ୍ରମାଣଦ୍ୱାରା ସିଦ୍ଧ ନ ହୁଏ
Example :
ପ୍ରମାଣରହିତ ବକ୍ତବ୍ୟକୁ କିଏ ବିଶ୍ୱାସ କରିବ?
Synonyms : ଅପ୍ରମାଣିକ, ପ୍ରମାଣରହିତ
Translation in other languages :
Meaning : ଯାହା ପ୍ରମାଣ ଦ୍ୱାରା ସିଦ୍ଧ କରିହେବ ନାହିଁ
Example :
ଅପ୍ରମାଣିତ ଅପରାଧର ଦଣ୍ଡ ଆପଣ କିପରି ଦେବେ?
Synonyms : ଅପ୍ରମାଣିତ, ପ୍ରମାଣବିହୀନ
Translation in other languages :