Meaning : ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
Example :
ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
Synonyms : "ମଦୋନ୍ମତ୍ତ, ମତୁଆଲା, ମତ୍ତ, ମଦମସ୍ତ, ମଦାନ୍ଧ
Translation in other languages :
Stupefied or excited by a chemical substance (especially alcohol).
A noisy crowd of intoxicated sailors.