Meaning : ରାଜ୍ୟର ସବୁଠାରୁ ବଡ଼ ପ୍ରଶାସନିକ କ୍ଷେତ୍ରର ପ୍ରଶାସନିକ ଦଳ
Example :
ପ୍ରମଣ୍ଡଳ କିଛି ନୂଆ ସଡ଼କ ତିଆରିର ଯୋଜନା କରୁଛନ୍ତି
Synonyms : ପ୍ରମଂଡଳ
Translation in other languages :
Meaning : ସ୍ଥାନୀୟ ସରକାରଙ୍କ ଉଦ୍ଦେଶ୍ୟପାଇଁ କ୍ଷେତ୍ରୀୟ ବିଭାଗଦ୍ୱାରା ପ୍ରସ୍ତୁତ ହୋଇଥିବା କ୍ଷେତ୍ର
Example :
ଏହି ପ୍ରମଣ୍ଡଳର ଜନସଂଖ୍ୟାର ଗଣନା କରାଯାଉଛି
Synonyms : ପ୍ରମଂଡଳ
Translation in other languages :