Meaning : ଦାବିବା ଫଳରେ ଉତ୍ପନ୍ନ ହେଉଥିବା ବଳ ବା ଜୋର୍
Example :
ପାଣିର ଅତ୍ୟଧିକ ଚାପ ଯୋଗୁ ବନ୍ଧ ଭାଙ୍ଗିଗଲା ତାଙ୍କର ରକ୍ତଚାପ ବହୁତ ବଢ଼ିଗଲା
Synonyms : ଚାପ
Translation in other languages :
Meaning : କୌଣସି ରୋଗର କ୍ରମାଗତ ପ୍ରଭାବ
Example :
ତାଙ୍କ ଗାଁରେ ଏବେବି ହଇଜାର ପ୍ରକୋପ କମିନାହିଁ
Translation in other languages :
Meaning : ଶକ୍ତି, ସମ୍ମାନ, ଭୟ, ଆତଙ୍କ ବା କିଛି ବିଶେଷ ଘଟଣା ମାଧ୍ୟମରେ ମିଳିଥିବା ପ୍ରସିଦ୍ଧି
Example :
ଏହି ଅଞ୍ଚଳରେ ଜମିଦାରଙ୍କର ଭଲ ପ୍ରଭାବ ଅଛି
Synonyms : ନାମ
Translation in other languages :
A power to affect persons or events especially power based on prestige etc.
Used her parents' influence to get the job.Meaning : ସୁଗ୍ରୀବଙ୍କ ମନ୍ତ୍ରୀ
Example :
ପ୍ରଭାବଙ୍କ ବର୍ଣ୍ଣନା ରାମାୟଣରେ ମିଳେ
Translation in other languages :
An imaginary being of myth or fable.
mythical beingMeaning : ପ୍ରଭାବଶାଳୀ ହେବାର ଅବସ୍ଥା ବା ଭାବ
Example :
ପ୍ରଭାବଶାଳିତା ବଳରେ ତାଙ୍କୁ ଏହି ଚାକିରି ମିଳିଲା
Synonyms : ପ୍ରଭାବବତ୍ତା, ପ୍ରଭାବଶାଳିତା
Translation in other languages :
प्रभावशाली होने की अवस्था या भाव।
प्रभावशालिता के बल पर उसे यह नौकरी मिली।The quality of making a strong or vivid impression on the mind.
impressivenessMeaning : ସୂର୍ଯ୍ୟଦେବଙ୍କ ଜଣେ ପୁତ୍ର
Example :
ପ୍ରଭାବଙ୍କ ବର୍ଣ୍ଣନା ପୁରାଣରେ ମିଳେ
Translation in other languages :
An imaginary being of myth or fable.
mythical being