Meaning : ସୂର୍ଯ୍ୟଙ୍କ ଜଣେ ପତ୍ନୀ
Example :
ସୂର୍ଯ୍ୟଙ୍କ ପୁତ୍ର ପ୍ରଭାତ ପ୍ରଭାଙ୍କ ଗର୍ଭରୁ ଜନ୍ମିଥିଲେ
Translation in other languages :
An imaginary being of myth or fable.
mythical beingMeaning : ଜଣେ ଅପ୍ସରା
Example :
ପ୍ରଭା ଜଣେ କୁଶଳୀ ନର୍ତ୍ତକୀ ଥିଲେ
Translation in other languages :
(classical mythology) a minor nature goddess usually depicted as a beautiful maiden.
The ancient Greeks believed that nymphs inhabited forests and bodies of water.Meaning : ଏକ ପ୍ରକାରର ପ୍ରକାଶ
Example :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
Synonyms : ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ଭାସ, ରକ୍ତିମା
Translation in other languages :
एक तरह का प्रकाश।
उसके चेहरे की चमक स्पष्ट झलक रही थी।