Meaning : ସେ ଶୁଳ୍କ ଯାହା କୌଣସି ସଂସ୍ଥାଆଦିରେ ପ୍ରବେଶ କରିବାପାଇଁ ଦିଆଯାଏ
Example :
ଏହି ବିଦ୍ୟାଳୟର ପ୍ରବେଶ ଶୁଳ୍କ ୫୦୦ ଟଙ୍କା
Translation in other languages :
वह शुल्क जो किसी संस्था आदि में प्रवेश के लिए दिया जाता है।
इस विद्यालय में प्रवेश शुल्क पांच सौ रूपये है।The fee charged for admission.
admission, admission charge, admission fee, admission price, entrance fee, entrance money, price of admissionMeaning : ଆମଦାନୀ ବା ରପ୍ତାନୀ ଉପରେ ଲଗାଯାଇଥିବା ସରକାରୀ କର
Example :
ସରକାର ଆମଦାନୀ ଉପରେ ଡିୟୂଟୀ କମ୍ କରିବା ନିମନ୍ତେ ବିଚାର କରୁଅଛନ୍ତି
Synonyms : ଆମଦାନୀ ଶୁଳ୍କ, ଡିୟୂଟୀ
Translation in other languages :