Meaning : କୌଣସି କ୍ଷେତ୍ର, ବର୍ଗଆଦିର ବିଶିଷ୍ଟ ନିୟମ ପୂରଣ କରି ସେଠାରେ ପହଞ୍ଚିବାର କ୍ରିୟା
Example :
ତାଙ୍କୁ ଏକ ବଡ଼ ସଂସ୍ଥାନରେ ପ୍ରବେଶ ଅଧିକାର ମିଳିଗଲା
Synonyms : ପ୍ରବେଶ ଅଧିକାର, ପ୍ରବେଶ ଅନୁମତି, ସଭ୍ୟପଦ
Translation in other languages :
The act of admitting someone to enter.
The surgery was performed on his second admission to the clinic.Meaning : କୌଣସି ବସ୍ତୁ, ସ୍ଥାନଆଦିର ଭିତରକୁ ଯିବା ବା ପ୍ରବେଶ କରିବାର କ୍ରିୟା
Example :
ଏଠାରେ ବାହାର ଲୋକମାନଙ୍କର ପ୍ରବେଶ ନିଷେଧ ସାହିତ୍ୟ କ୍ଷେତ୍ରରେ ତାର ପ୍ରବେଶ ହଠାତ ହେଲା
Translation in other languages :