Meaning : କୌଣସି କାମଆଦିରେ ନିପୁଣ କରିବା ବା ହେବା
Example :
ଅତ୍ୟଧିକ ପରିଶ୍ରମକରି ରାମ ନିଜକୁନିଜେ ଏହି କାମରେ ନିପୁଣ ହେଲା
Synonyms : ଦକ୍ଷକରିବା, ଦକ୍ଷହେବା, ନିପୁଣ କରିବା, ନିପୁଣ ହେବା, ପାଇଙ୍ଗମ ହେବା, ପାରଙ୍ଗମ କରିବା, ପ୍ରବୀଣ ହେବା
Translation in other languages :
* किसी काम आदि में निपुण करना या बनाना।
अत्यधिक मेहनत के बाद राम ने अपने आप को इस काम में निपुण बनाया।