Meaning : ବିଦେଶ ଯାଇ ଯେ ରହିଗଲାଣି
Example :
ଭାରତ ସରକାର କିଛି ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି
Translation in other languages :
A person who comes to a country where they were not born in order to settle there.
immigrantMeaning : ପ୍ରବାସୀଙ୍କ ସମୂହ ଯେଉଁମାନେ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଫେରନ୍ତି
Example :
ପ୍ରବାସୀଙ୍କ ଉନ୍ନତିରେ ଉପନିବେଶ ମଜବୁତ ହୁଏ
Translation in other languages :
The body of immigrants arriving during a specified interval.
The increased immigration strengthened the colony.Meaning : ବିଦେଶରେ ଯାଇ ବାସ କରୁଥିବା ବା ରହୁଥିବା ବ୍ୟକ୍ତି
Example :
କିଛି ପ୍ରବାସୀ ଲୋକ ନିଜ ଦେଶ ତଥା ପରିବାର ସହିତ ମିଳିତ ହେବାପାଇଁ ଛଟପଟ ହେଉଛନ୍ତି
Translation in other languages :
Meaning : ଅଭ୍ୟାସଗତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଲୋକ ବିଶେଷକରି ଋତୁକାଳୀନ କାମ ସଂଧାନରେ
Example :
ଏହା ପ୍ରବାସୀ ମୂଲିଆଙ୍କ ରହିବା ଅସ୍ଥାୟୀ ଘର
Translation in other languages :
Meaning : ଯେ ଋତୁ ଅନୁସାରେ ସ୍ଥାନ ପରିବର୍ତ୍ତନ କରନ୍ତି (ପଶୁ-ପକ୍ଷୀ)
Example :
ଶୀତଦିନେ ବହୁତ ପ୍ରବାସୀ ପକ୍ଷୀ ଏହି ସ୍ଥାନକୁ ଆସନ୍ତି
Translation in other languages :
जो मौसम के हिसाब से स्थान परिवर्तन करते हों (पशु-पक्षी)।
ठंडक के दिनों में बहुत सारे प्रवासी पक्षी इस स्थान पर आते हैं।