Meaning : କୈଣସି ସମାଜ ବା ଗୋଷ୍ଠୀର ମୁଖିଆ ଯେ ପ୍ରାୟତଃ ବିବାଦ ଆଦି ସମାଧାନ କରନ୍ତି ଏବଂ ଲୋକମାନଙ୍କୁ ପରାମର୍ଶ ଆଦି ଦିଅନ୍ତି
Example :
ଆଜି ମଧ୍ୟ କେତେକ ଆଦିବାସୀ ଜାତି ମଧ୍ୟରେ ଚୌଧୁରୀ ହିଁ ନିଷ୍ପତ୍ତି କରନ୍ତି
Translation in other languages :
किसी विशेष समाज या बिरादरी का प्रधान जो प्रायः विवाद आदि हल करता और लोगों को सलाह आदि देता है।
आज भी कुछ आदिवासी जातियों में फैसले चौधरी ही करता है।Meaning : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
Example :
ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
Translation in other languages :
The highest leaders in an organization (e.g. the commander-in-chief and senior officers of the military).
high command, supreme headquartersMeaning : ସବୁଥିରେ ପ୍ରଧାନ ବା ମୁଖ୍ୟ ବିଚାର କରାଯାଉଥିବା ବ୍ୟକ୍ତି
Example :
ମୋହନ ଏହି ସଙ୍ଗଠନର ପ୍ରଧାନବ୍ୟକ୍ତି
Synonyms : ନେତା, ପ୍ରଧାନ ବ୍ୟକ୍ତି, ମୁଖିଆ, ସରଦାର
Translation in other languages :
Meaning : ଯାହାକୁ ସବୁଠୁଁ ଅଧିକ ମହତ୍ତ୍ୱ ଦିଆଯାଏ
Example :
ମୁଖ୍ୟ ତରଙ୍ଗ ଗୌଣ ତରଙ୍ଗଠାରୁ ଅଧିକ ବେଗରେ ଗତି କରେ
Translation in other languages :
Meaning : ଯାହା ଆବଶ୍ୟକ ହୁଏ
Example :
ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
Translation in other languages :
Serving as an essential component.
A cardinal rule.Meaning : ଯାହା ବାକ୍ୟ ରଚନା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଓ ଯେଉଁଥିରେ ଅତିକମରେ ଗୋଟିଏ କର୍ତ୍ତା ଓ ଗୋଟିଏ କ୍ରିୟା ଥାଏ
Example :
ମିଶ୍ରିତ ବାକ୍ୟରେ ଗୋଟିଏ ମୁଖ୍ୟ ଉପବାକ୍ୟ ଥାଏ
Synonyms : ମୁଖ୍ୟ
Translation in other languages :
(of a clause) capable of standing syntactically alone as a complete sentence.
The main (or independent) clause in a complex sentence has at least a subject and a verb.Meaning : ଯେ କୌଣସି କ୍ଷେତ୍ରର ମୁଖିଆ
Example :
ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
Synonyms : ଅଗ୍ରଗଣ୍ୟ, ଅଗ୍ରଣୀ, ପ୍ରମୁଖ, ବରିଷ୍ଠ, ମୁଖ୍ୟ, ଶ୍ରେଷ୍ଠ
Translation in other languages :
Ranking above all others.
Was first in her class.