Meaning : କୌଣସି ପ୍ରଦେଶରେ ରହୁଥିବା ସମସ୍ତ ଲୋକ
Example :
ସମଗ୍ର ରାଜ୍ୟ ଦରଦାମ ବୃଦ୍ଧିର ପ୍ରଭାବରେ ଆକ୍ରାନ୍ତ
Translation in other languages :
Meaning : କୌଣସି ଦେଶର ଏକ ବିଭାଗ ଯାହାର ବାସିନ୍ଦାଙ୍କ ଶାସନପଦ୍ଧତି, ଭାଷା, ଚାଲିଚଳଣି, ବ୍ୟବହାରଆଦି ଅନ୍ୟମାନଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାଏ
Example :
ସ୍ୱତନ୍ତ୍ର ଭାରତରେ ବର୍ତ୍ତମାନ ଅଣତିରିଶଟି ପ୍ରଦେଶ ଅଛି
Synonyms : ରାଜ୍ୟ
Translation in other languages :
Meaning : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି
Example :
ଭାରତ ମୋ ଦେଶ
Synonyms : ଅଞ୍ଚଳ, ଦେଶ, ମୁଲକ, ରାଜ୍ୟ, ରାଷ୍ଟ୍ର
Translation in other languages :
The country or state or city where you live.
Canadian tariffs enabled United States lumber companies to raise prices at home.