Meaning : ସମ୍ପୂର୍ଣ୍ଣ ଜାତିର ଏକ ରାଗ
Example :
ପ୍ରଦୀପ ରାଗ ତୃତୀୟ ପ୍ରହରରେ ଗାନ କରାଯାଏ
Synonyms : ପ୍ରଦୀପ ରାଗ
Translation in other languages :
Meaning : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
Example :
ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
Translation in other languages :