Meaning : କୌଣସି ଦ୍ରବ୍ୟ ପ୍ରସ୍ତୁତିରେ ଆଧାର ରୂପେ ଲୋଡାପଡ଼ୁଥିବା ସାମଗ୍ରୀ
Example :
ଚନ୍ଦନର ତେଲ ଯେ କୌଣସି ଅତର ପାଇଁ ପ୍ରଥମ ଉପାଦାନ
Synonyms : ଆଧାର
Translation in other languages :
The principal ingredient of a mixture.
Glycerinated gelatin is used as a base for many ointments.