Meaning : କାର୍ଯ୍ୟଗୁଡ଼ିକର ଶୃଙ୍ଖଳାମଧ୍ୟରୁ ପ୍ରଥମଟି
Example :
ସାତ ମ୍ୟାଚବିଶିଷ୍ଟ ଏହି ଶୃଙ୍ଖଳାମଧ୍ୟରୁ ଆମେ ପ୍ରଥମରେ ହିଁ ହାରିଗଲୁ
Translation in other languages :
Meaning : ପ୍ରଥମ ଥର
Example :
ମେଳାରେ ରାମ ସହିତ ମୋର ପ୍ରଥମଥରପାଇଁ ଦେଖାହେଲା
Synonyms : ପହିଲିଥର, ପହିଲେ, ପ୍ରଥମଥର, ପ୍ରଥମେ, ସର୍ବପ୍ରଥମ
Translation in other languages :
पहली बार।
मैं राम से पहले पहल मेले में मिला।Meaning : କୌଣସି ସ୍ତ୍ରୀର ଗର୍ଭରୁ ପ୍ରଥମରେ ଜନ୍ମିଥିବା
Example :
ତାହାର ପୋରୁହାଁ ପୁଅ ବଡ଼ ଭାଗ୍ୟବାନ
Translation in other languages :
Meaning : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
Example :
ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
Translation in other languages :
Meaning : ଗଣତିରେ ସବୁଠାରୁ ପ୍ରଥମେ ଆସୁଥିବା
Example :
ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ
Synonyms : ୧ନଂ
Translation in other languages :