Meaning : ଅନେକଙ୍କ ମଧ୍ୟରୁ ବା ଯେତେ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ
Example :
ପ୍ରତ୍ୟେକ ବ୍ୟକ୍ତିର ପରୀକ୍ଷଣ କରାଯିବ
Translation in other languages :
(used of count nouns) each and all of the members of a group considered singly and without exception.
Every person is mortal.