Meaning : ଯେପରି ଆଶା ବା ପ୍ରତ୍ୟାଶା କରାଯାଇଥାଏ
Example :
ପରୀକ୍ଷାରେ ମୋତେ ଇପ୍ସିତ ସଫଳତା ମିଳିଲା
Synonyms : ଅଭିଳସିତ, ଆଶାନୁକୂଳ, ଇପ୍ସିତ, ବାଞ୍ଛିତ, ମନାନୁକୂଳ
Translation in other languages :
जैसी आशा या प्रत्याशा की गई हो।
परीक्षा में मुझे आशाजनक सफलता मिली।