Subscribe
URL of the page has been copied to clipboard.
Meaning : ମନ ଆଦିରେ ଏଭଳି ସ୍ଥିର କରିବା ଯେପରି ସହଜରେ ବାହାରି ପାରିବନାହିଁ
Example : ମନ୍ତ୍ରୀ ନିଜର ପ୍ରତାପ ଏଭଳି ଭାବେ ପ୍ରତିଷ୍ଠା କଲେ ଯେ ବଡ଼ବଡ଼ ଲୋକ ତାଙ୍କ କଥା ମାନିବାକୁ ଲାଗିଲେ
Translation in other languages :हिन्दी English
मन आदि में ऐसे स्थिर करना कि सहजता से न निकले।
Establish or impress firmly in the mind.
Install App