Meaning : ଯେ ଆକାର, ପ୍ରକାର, ଗୁଣ ଆଦିରେ ଅନ୍ୟ କାହାର ସମାନ
Example :
ମୋହନ ତାର ପିତାଙ୍କର ପ୍ରତିରୂପ ଏହି ଖେଳଣାଟି ଅନ୍ୟ ଖେଳଣାର ପ୍ରତିରୂପ ଭଳି ଦିଶୁଛି
Synonyms : ଅନୁରୂପ
Translation in other languages :
Meaning : ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି
Example :
ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ ପ୍ରତୀକ ଥାଏ
Translation in other languages :
Special design or visual object representing a quality, type, group, etc..
emblemMeaning : କୌଣସି ସ୍ଥାନୀୟ ବିଶେଷତା (ବିଶେଷକରି ଯେପରି ରୂପରେଖାରେ ପରିଭାଷିତ କରାଯାଇଛି)
Example :
କୌଣସି ଗୀତ ଆଦିର ସଙ୍ଗୀତ ସମ୍ବନ୍ଧୀୟ ରୂପକୁ ଜଣେ ସଙ୍ଗୀତଜ୍ଞ ହିଁ ଭଲ ଭାବରେ ବୁଝାଇ ପାରିବେ
Synonyms : ଆକୃତି, ପ୍ରାରୂପ, ରୂପ, ସଂରଚନା
Translation in other languages :
Any spatial attributes (especially as defined by outline).
He could barely make out their shapes.Meaning : ପୂରାପୂରି ଅନୁରୂପ ବା ସମାନ
Example :
ଏହି ମୂର୍ତ୍ତିଟି ଏକ ବଡ଼ ମୂର୍ତ୍ତିର ଅନୁରୂପ
Translation in other languages :
बिल्कुल अनुरूप या समान।
यह कृति एक बड़ी कृति की हूबहू नकल है।