Meaning : ବିଚାରପାଇଁ କୌଣସି ତର୍କ ଉପସ୍ଥାପିତ କରୁଥିବା ଲୋକ
Example :
ସବୁଲୋକ ବାଦୀର କଥା ଧ୍ୟାନରେ ଶୁଣୁଥିଲେ
Synonyms : ଅଭିଯୋଗକାରୀ, ବାଦୀ
Translation in other languages :
Meaning : ଯେ ପ୍ରତିଯୋଗିତାରେ ଭାଗ ନିଏ
Example :
ଗେଡ଼ା ମୁଷ୍ଟିଯୋଦ୍ଧା ତାଙ୍କ ପ୍ରତିଯୋଗୀଙ୍କୁ ଧୂଳି ଚଟେଇଦେଲେ
Synonyms : ପ୍ରତିଦ୍ୱନ୍ଦୀ
Translation in other languages :
वह जो प्रतियोगिता करता है।
नाटे मुक्केबाज ने अपने प्रतियोगी को धूल चटा दी।The contestant you hope to defeat.
He had respect for his rivals.