Meaning : କାହାରି ଅନୁରୂପ ତିଆରି ହୋଇଥିବା ଅବିକଳ ମୂର୍ତ୍ତି
Example :
ଗୋଟିଏ ଛାଞ୍ଚରେ ବହୁତଗୁଡ଼ିଏ ପ୍ରତିମୂର୍ତ୍ତି ତିଆରି ହୁଏ
Synonyms : ଅନୁରୂପକ
Translation in other languages :
किसी के अनुरूप ज्यों की त्यों बनी हुई मूर्ति।
एक साँचे से कई प्रतिमूर्तियाँ बनती हैं।Meaning : କାହାରି ଆକୃତିର ଗଢ଼ାଯାଇଥିବା ଅନୁରୂପ ଆକୃତି
Example :
ସେ ଯେକୌଣସି ପ୍ରକାରର ମୂର୍ତ୍ତି ତିଆରି କରିପାରେ
Translation in other languages :
A sculpture representing a human or animal.
statueMeaning : କୌଣସି ଦେବୀ ବା ଦେବତାଙ୍କର ମୂର୍ତ୍ତି
Example :
ଆଜି ମନ୍ଦିରରେ ପ୍ରତିମା ପ୍ରତିଷ୍ଠା କରାଯିବ
Synonyms : ଦେବପ୍ରତିମା, ପ୍ରତିମା, ବିଗ୍ରହ, ମୂର୍ତ୍ତି
Translation in other languages :
A material effigy that is worshipped.
Thou shalt not make unto thee any graven image.